ଆଇସିସି ବିଶ୍ୱକପ୍ : ଇଂଲଣ୍ଡକୁ ୮ ଓ୍ବିକେଟରେ ପରାସ୍ତ କଲା ଶ୍ରୀଲଙ୍କା

ବେଙ୍ଗାଲୁରୁ : ବେଙ୍ଗାଲୁରୁର ଏମ.ଚିନ୍ନାସ୍ୱାମୀ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇସିସି ବିଶ୍ୱକପର ଏକ ମ୍ୟାଚରେ ଇଂଲଣ୍ଡକୁ ୮ ଓ୍ବିକେଟରେ ହରାଇଦେଇଛି ଶ୍ରୀଲଙ୍କା। ଇଂଲଣ୍ଡ ଦ୍ୱାରା ରଖାଯାଇଥିବା ୧୫୭ ରନ ଲକ୍ଷ୍ୟକୁ ଶ୍ରୀଲଙ୍କା ୨୫.୪ ତମ ଓଭରରେ ୨ଟି ଓ୍ବିକେଟ ହରାଇ ୧୬୦ ରନ କରି ହାସଲ କରିନେଇଥିଲା। ଶ୍ରୀଲଙ୍କା ପକ୍ଷରୁ ପଥୁମ ନିଶଙ୍କା ୭୭ ରନ କରିଥିବାବେଳେ ସଦିରା ସମରବିକ୍ରମା ୬୫ ରନ କରିଥିଲେ। ଏହି ମ୍ୟାଚରେ ଇଂଲଣ୍ଡ ଟସ ଜିତି … Continue reading ଆଇସିସି ବିଶ୍ୱକପ୍ : ଇଂଲଣ୍ଡକୁ ୮ ଓ୍ବିକେଟରେ ପରାସ୍ତ କଲା ଶ୍ରୀଲଙ୍କା